‘ରାବଣ’ ଦେଲା ସଚେତନତାର ବାର୍ତ୍ତା

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ଇ-ବର୍ଜ୍ୟବସ୍ତୁ ପରିମାଣ ବଢ଼ିବାରେ ଲାଗିଛି। ଏଥିପାଇଁ ପରିବେଶ ପ୍ରଦୂଷିତ ହେବା ସହ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ୪ଜଣ ଛାତ୍ର ଅଭିନବ ପ୍ରାୟସ କରିଛନ୍ତି। ବିଏମ୍‌ସି ସହାୟତାରେ ସେମାନେ ଇ-ବର୍ଜ୍ୟବସ୍ତୁକୁ ନେଇ ଏକ ‘ରାବଣ’ ପ୍ରସ୍ତୁତ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆଜି ଜୟଦେବ ବିହାରଠାରେ ଏହି ‘ରାବଣ’ର ଉଦ୍‌ଘାଟିତ ହୋଇଛି। … Continue reading ‘ରାବଣ’ ଦେଲା ସଚେତନତାର ବାର୍ତ୍ତା